ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଲଘୁ ବା ଛୋଟ ହେବାର ଅବସ୍ଥା ବା ଭାବ
ಉದಾಹರಣೆ : କେହି ଛୋଟପଣିଆ ଅନୁଭବ କରିବା ଉଚିତ ନୁହେଁ
ಸಮಾನಾರ್ಥಕ : ଅଳ୍ପତ୍ୱ, ଛୋଟପଣିଆ, ଲଘୁତା, ଲଘୁତ୍ୱ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
लघु या छोटे होने की अवस्था या भाव।
The property of having a relatively small size.
ಅರ್ಥ : ଅଧମ ବା ନୀଚହେବାର ଅବସ୍ଥା ବା ଭାବ
ಉದಾಹರಣೆ : ଅଧମତାର ଉପରକୁ ଉଠିଲେହିଁ ସମାଜର ବିକାଶ ସମ୍ଭବ ଅଧମତା କାରଣରୁ ସମାଜରେ କୁପ୍ରବୃତ୍ତିର ପ୍ରସାର ଘଟୁଛି
ಸಮಾನಾರ್ಥಕ : ଅଧମତା, ଅପକୃଷ୍ଟତା, ଛୋଟଲୋକୀ, ନୀଚତା, ନୀଚପଣ
अधम या नीच होने की अवस्था या भाव।
The quality of being morally wrong in principle or practice.
ಸ್ಥಾಪನೆ