ಅರ್ಥ : ଆଲୋକର ଆଗରେ ବା ପଛରେ ଥିବା ବେଳେ ପଛ ବା ଆଗରେ ପଡ଼ିଥିବା କୌଣସି ବସ୍ତୁ ଆକୃତିର ଅନୁରୂପ ଛାୟା
ಉದಾಹರಣೆ :
ପିଲାଟି ନିଜ ଛାଇ ଦେଖି ଖୁସି ହେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
Shade within clear boundaries.
shadowಅರ್ಥ : ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା
ಉದಾಹರಣೆ :
ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା
ಸಮಾನಾರ್ಥಕ : ପ୍ରତିବିମ୍ବ, ପ୍ରତିମାନ, ବିମ୍ବ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭୂତ-ପ୍ରେତ ଆଦିର ଖରାପ ପ୍ରଭାବ
ಉದಾಹರಣೆ :
ସରୋଜ ଉପରେ ପ୍ରେତ ସବାର ହୋଇଛି
ಸಮಾನಾರ್ಥಕ : ସବାର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ସ୍ଥାନରେ ଖରା ପଡ଼େନାହିଁ
ಉದಾಹರಣೆ :
ପଥିକ ଛାଇରେ ଆରାମ କରୁଅଛି
ಸಮಾನಾರ್ಥಕ : ଛାୟା
ಇತರ ಭಾಷೆಗಳಿಗೆ ಅನುವಾದ :
Relative darkness caused by light rays being intercepted by an opaque body.
It is much cooler in the shade.