ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଛଳନା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଛଳନା   ବିଶେଷ୍ୟ

ಅರ್ಥ : କାହାରିଠାରୁ କୌଣସି କଥାଆଦି ଗୋପନ ରଖିବା କ୍ରିୟା ବା ଭାବ

ಉದಾಹರಣೆ : ନିଜ ଲୋକଙ୍କ ଠାରେ କିଭଳି ଛଳନା କରାଯିବ?କପଟତା ବିନା ସେ ନିଜ କଥା କହି ବସିଲା

ಸಮಾನಾರ್ಥಕ : କପଟତା, ଗୋପନତା, ସଂଗୋପନ


ಇತರ ಭಾಷೆಗಳಿಗೆ ಅನುವಾದ :

किसी से कोई बात आदि गुप्त रखने या छिपाने की क्रिया या भाव।

अपनों से दुराव कैसा?
बिना दुराव के वह अपनी बात कह बैठा।
अंतर्भाव, अन्तर्भाव, अपज्ञान, अपन्हुति, अपहर्ता, अपहार, अपह्नव, अपह्नुति, कपट, गोपन, चोरी, छद्म, छिपाव, छुपाव, तिरोधान, दुराव, परदा, पर्दा, पोशीदगी, लाग-लपेट, लागलपेट, संगोपन

The activity of keeping something secret.

concealing, concealment, hiding

ಅರ್ಥ : ନିଜକୁ ରକ୍ଷା କରିବାପାଇଁ କିମ୍ବା କୌଣସି ଉଦ୍ଦେଶ୍ୟ ହାସଲ କରିବାପାଇଁ ମିଛ କଥାବାର୍ତ୍ତା

ಉದಾಹರಣೆ : ସେ ମୁଣ୍ଡ ବ୍ୟଥାର ବାହାନାକରି ସ୍କୁଲକୁ ଗଲାନାହିଁ

ಸಮಾನಾರ್ಥಕ : ବାହାନା


ಇತರ ಭಾಷೆಗಳಿಗೆ ಅನುವಾದ :

अपना बचाव करने या कोई उद्देश्य सिद्ध करने के लिए कही हुई झूठी बात।

वह सरदर्द का बहाना बनाकर विद्यालय नहीं गया।
अपदेश, केवा, धंधला, बहाना, बात, मिस, हीला

A defense of some offensive behavior or some failure to keep a promise etc..

He kept finding excuses to stay.
Every day he had a new alibi for not getting a job.
His transparent self-justification was unacceptable.
alibi, exculpation, excuse, self-justification

ಅರ್ಥ : କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ

ಉದಾಹರಣೆ : ସେ ଛଳନା କରି ପୂରା ସଂପତ୍ତିକୁ ନିଜ ନାମରେ କରାଇ ନେଲା ସେ ନିଜ ଛଳନାରେ କୃତକାର୍ଯ୍ୟ ହୋଇପାରିଲା ନାହିଁ

ಸಮಾನಾರ್ಥಕ : ଠକାମି, ପ୍ରତାରଣା


ಇತರ ಭಾಷೆಗಳಿಗೆ ಅನುವಾದ :

The act of deceiving.

deceit, deception, dissembling, dissimulation

ಅರ್ಥ : ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ

ಉದಾಹರಣೆ : ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍‌ଣ ବ୍ୟଙ୍ଗ କରିଛନ୍ତି

ಸಮಾನಾರ್ಥಕ : କପଟତା, ଛଦ୍ମତା, ଛଳ କପଟ, ପ୍ରତାରଣା, ଭଣ୍ଡତା, ଶଠତା


ಇತರ ಭಾಷೆಗಳಿಗೆ ಅನುವಾದ :

Pretending that something is the case in order to make a good impression.

They try to keep up appearances.
That ceremony is just for show.
appearance, show