ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଛତ୍ର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଛତ୍ର   ବିଶେଷ୍ୟ

ಅರ್ಥ : ଗୁରୁଦ୍ୱାର ସହିତ ସମ୍ବନ୍ଧିତ ସେହି ସ୍ଥାନ ଯେଉଁଠାରେ ଲୋକମାନଙ୍କୁ ଖାଇବା ନିମନ୍ତେ ଖାଦ୍ୟ ପଦାର୍ଥ ବଣ୍ଟାଯାଏ

ಉದಾಹರಣೆ : ଆମେ ପ୍ରସାଦ ଆଣିବାପାଇଁ ଲଙ୍ଗରକୁ ଚାଲିଗଲୁ

ಸಮಾನಾರ್ಥಕ : ଛତର, ଲଙ୍ଗର, ସତ୍ର


ಇತರ ಭಾಷೆಗಳಿಗೆ ಅನುವಾದ :

गुरुद्वारे से सम्बन्धित वह स्थान जहाँ लोगों को खाने के लिए भोजन बाँटा जाता है।

हम लोग प्रसाद लेने के लिए लंगर में चले गये।
लंगर, सत्र

ಅರ್ಥ : ରାଜଚିହ୍ନ ରୂପରେ ରାଜାମାନଙ୍କ ଉପରେ ଲଗାଯାଉଥିବା ବଡ଼ ଛତା

ಉದಾಹರಣೆ : ପ୍ରାଚୀନ କାଳରେ ଛତ୍ରପତି ରାଜା ଛତ୍ର ଧାରଣ କରୁଥିଲେ


ಇತರ ಭಾಷೆಗಳಿಗೆ ಅನುವಾದ :

राजचिन्ह के रूप में राजाओं आदि पर लगाया जानेवाला बड़ा छाता।

प्राचीन काल में छत्रपति राजा छत्र धारण करते थे।
छत्र