ಅರ್ಥ : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
ಉದಾಹರಣೆ :
ରଜତ ବସ୍ରେ ଚଢ଼ିଲା
ಸಮಾನಾರ್ಥಕ : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ବସିବା
ಇತರ ಭಾಷೆಗಳಿಗೆ ಅನುವಾದ :
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
रजत बस पर चढ़ा।ಅರ್ಥ : ଖରାପ ପ୍ରଭାବ ପଡ଼ିବା
ಉದಾಹರಣೆ :
ସାପ କାମୁଡ଼ିବାରୁ ସର୍ବାଙ୍ଗ ଶରୀରରେ ବିଷ ଚଢ଼ି ଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତଳୁ ଉପର ଆଡ଼କୁ ଯିବା
ಉದಾಹರಣೆ :
ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
ಸಮಾನಾರ್ಥಕ : ଆରୋହଣ କରିବା, ଉଠିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା
ಉದಾಹರಣೆ :
ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି
ಸಮಾನಾರ್ಥಕ : ଲାଗିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସ୍ୱର ତୀବ୍ର ହେବା
ಉದಾಹರಣೆ :
ଗାୟିକାଙ୍କ ସ୍ୱର ବହୁତ ଉପରକୁ ଉଠେ
ಸಮಾನಾರ್ಥಕ : ଉପରକୁ ଉଠିବା
ಇತರ ಭಾಷೆಗಳಿಗೆ ಅನುವಾದ :