ಅರ್ಥ : ଶସ୍ୟର ଚୂନା
ಉದಾಹರಣೆ :
ପଶୁମାନଙ୍କୁ ଚୂନି, କୁଣ୍ଡା, ଭୁସିଆଦି ଗୋଳି କରି ଖାଇବାକୁ ଦିଆଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
Broken husks of the seeds of cereal grains that are separated from the flour by sifting.
branಅರ್ಥ : କୌଣସି ପଦାର୍ଥ ଆଦିକୁ ଭାଙ୍ଗି ବା ଖଣ୍ଡଖଣ୍ଡ କରି ତିଆରି ହେଉଥିବା ଛୋଟଛୋଟ ଖଣ୍ଡ
ಉದಾಹರಣೆ :
ଗୋଟିଏ କପରେ ବିସ୍କୁଟ ଚୂର୍ଣ୍ଣ,ଚିନି ଏବଂ ୫୦ଗ୍ରାମ କୋକୋ ପାଉଡର ମିଶାଅଶୁଖିଲା ଘାସ ଗୁଣ୍ଡକୁ ଏକାଠି କର
ಸಮಾನಾರ್ಥಕ : ଗୁଣ୍ଡ
ಇತರ ಭಾಷೆಗಳಿಗೆ ಅನುವಾದ :
किसी पदार्थ आदि का टूट कर या तोड़कर बना हुआ छोटा छोटा टुकड़ा।
एक प्याले में बिस्किट का चूरा,शक्कर और ५० ग्राम कोको पावडर मिलाइए।Small piece of e.g. bread or cake.
crumbಅರ್ಥ : ଚୂର୍ଣ୍ଣ କରିବାର କାମ
ಉದಾಹರಣೆ :
ଏକ ସ୍ବତନ୍ତ୍ର ପଥରର ଗୁଣ୍ଡରୁ ସିମେଣ୍ଟ ମିଳେ
ಸಮಾನಾರ್ಥಕ : ଗୁଣ୍ଡ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପଦାର୍ଥଆଦିର ଚୂର୍ଣ୍ଣ ବା ଭଙ୍ଗା ଖଣ୍ଡ
ಉದಾಹರಣೆ :
ନିମ୍ବର ପତ୍ରଗୁଡ଼ିକୁ ଶୁଖାଇ ଏବଂ ତାକୁ ଚୂର୍ଣ୍ଣକରି ଘାଆଆଦିରେ ଲଗାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
A solid substance in the form of tiny loose particles. A solid that has been pulverized.
powder, pulverisation, pulverization