ಅರ್ಥ : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
ಉದಾಹರಣೆ :
ସେ ଚୁଲିରେ ଚା’ ବସେଇଛି
ಸಮಾನಾರ್ಥಕ : ଖନ୍ଦା, ଚୁଲା, ରନ୍ଧନଗର୍ତ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମାଟି, ଇଟା ବା ଲୁହାଆଦିରେ ତିଆରି ହୋଇଥିବା ପାତ୍ର ଯେଉଁଥିରେ ଖାଦ୍ୟ ରନ୍ଧାଯାଏ
ಉದಾಹರಣೆ :
ମା’ ଖାଦ୍ୟ ଗରମ କରିବାପାଇଁ ଚୁଲି ଜଳାଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
A kitchen appliance used for cooking food.
Dinner was already on the stove.