ಅರ್ಥ : ଛୋଟଛୋଟ କଥାରେ ବିଗିଡ଼ିବା
ಉದಾಹರಣೆ :
ମାଆ ଆଜିକାଲି ବହୁତ ଚିଡ଼ିଚିଡ଼ା ହେଉଛନ୍ତି
ಸಮಾನಾರ್ಥಕ : ଚିଡ଼ିଚିଡ଼ା ହେବା, ଚିଡ଼ିବା, ବିରକ୍ତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦୁଃଖୀ ହୋଇ କ୍ରୋଧ କରିବା
ಉದಾಹರಣೆ :
ପୁଅର ତୃଟିପୂର୍ଣ୍ଣ ବ୍ୟବହାରରେ ବ୍ୟଥିତ ହୋଇ ମା ମନକୁ ମନ ଅସନ୍ତୁଷ୍ଟ ହେଉଥିଲେ
ಸಮಾನಾರ್ಥಕ : ଅସନ୍ତୁଷ୍ଟ ହେବା, କୋପ କରିବା, ଚିଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
Feel extreme irritation or anger.
He was chafing at her suggestion that he stay at home while she went on a vacation.