ಅರ್ಥ : ଜାଣିଶୁଣି କୌଣସି ଏଭଳି କାମ କରିବା ବା କଥା କହିବା ଯେଉଁଥିରେ କେହି ଅପ୍ରସନ୍ନ ହୋଇଯିବ
ಉದಾಹರಣೆ :
ମଂଜୁଳା ତା ସାନ ଭାଇକୁ ବହୁତ ଚିଡ଼ାଉଥାଏ
ಸಮಾನಾರ್ಥಕ : ଅପ୍ରସନ୍ନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
जान-बूझकर कोई ऐसा काम करना या बात कहना जिससे कोई अप्रसन्न हो जाए।
मंजुला अपने छोटे भाई को बहुत चिढ़ाती है।ಅರ್ಥ : କାହାକୁ ହଇରାଣ କରିବା
ಉದಾಹರಣೆ :
କୃଷ୍ଣ ଗୋପୀମାନଙ୍କୁ ବିରକ୍ତ କରାଉଥିଲେ
ಸಮಾನಾರ್ಥಕ : ବିରକ୍ତହେବା, ହାସ୍ୟ ରସ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚିଡ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
ଭାଈ ମୋତେ ତାଙ୍କ ସାଙ୍ଗମାନଙ୍କଦ୍ୱାରା ଚିଡ଼ାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :