ಅರ್ಥ : ଦୁଃଖ କରିବା
ಉದಾಹರಣೆ :
ମଲା ଲୋକ କେବେ ଆଉ ଫେରେ ନାହିଁ, ଆପଣ ଅଧିକ ଚିନ୍ତା କରନ୍ତୁ ନାହିଁ
ಸಮಾನಾರ್ಥಕ : ଦୁଃଖିତ ହେବା, ପୀଡ଼ିତ ହେବା, ଭାବିବା
ಇತರ ಭಾಷೆಗಳಿಗೆ ಅನುವಾದ :
खेद या दुख करना।
मरा व्यक्ति कभी वापस नहीं आता, आप ज्यादा दुखी मत होइए।ಅರ್ಥ : ଚିନ୍ତା ହେବା
ಉದಾಹರಣೆ :
ମାଆଙ୍କୁ ସବୁବେଳେ ନିଜ ପିଲାଙ୍କ ଚିନ୍ତା କରିଥାଏ ଆପଣଙ୍କୁ କେବଳ ନିଜକଥା ଚିନ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଷୟ କିମ୍ବା କାର୍ଯ୍ୟର ସିଦ୍ଧିଲାଭ ନିମନ୍ତେ ମନରେ ବାରମ୍ବାର ବିଚାର କରିବା
ಉದಾಹರಣೆ :
ସବୁଠିକ ହୋଇଯିବ, ଆପଣ କାହିଁକି ଚିନ୍ତା କରୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
किसी विषय या कार्य की सिद्धि के संबंध में मन में बार-बार अनावश्यक विचार करना।
सब ठीक हो जाएगा । आप क्यों चिंता करते हैं?