ಅರ್ಥ : କର୍କଶ ବା ତୀକ୍ଷ୍ଣ ଶବ୍ଦରେ ଚିତ୍କାର କରିବା
ಉದಾಹರಣೆ :
ପିଲାଟି ବହୁତ ରଡ଼ି ଛାଡ଼ୁଛି
ಸಮಾನಾರ್ಥಕ : ବୋବାଳିବା, ରଡ଼ି ଛାଡ଼ିବା, ହେଙ୍କାଉଠାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଉତ୍ସବ ଆଦି ପାଟିତୁଣ୍ଡ ସହିତ ପାଳନ କରିବା
ಉದಾಹರಣೆ :
କାଲିରାତିରେ ସମାରୋହରେ ଆମଲୋକମାନେ ବହୁତ ହୋ ହଲ୍ଲା କଲେ
ಸಮಾನಾರ್ಥಕ : ଉତ୍ପାତ କରିବା, କୋଳାହଳ କରିବା, ଘୋ-ଘା କରିବା, ପାଟିତୁଣ୍ଡ କରିବା, ହୁରି ପକାଇବା, ହୋ ହଲ୍ଲା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* कोई उत्सव आदि शोरगुल के साथ मनाना।
कल रात समारोह में हम लोगों ने बहुत हुड़दंग मचाया।ಅರ್ಥ : ଯୋରରେ କହିବା
ಉದಾಹರಣೆ :
ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
ಸಮಾನಾರ್ಥಕ : ଗର୍ଜନ କରିବା, ଚିଲ୍ଲାଇବା, ରଡ଼ି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :