ಅರ್ಥ : ଦେଖିବାର ପ୍ରକ୍ରିୟା
ಉದಾಹರಣೆ :
ମୁଁ ତାକୁ ଦେଖିବା ଜରୁରୀ ନୁହେଁ
ಸಮಾನಾರ್ಥಕ : ଅବଲୋକନ କରିବା, ଦର୍ଶନ କରିବା, ଦେଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
The act of directing the eyes toward something and perceiving it visually.
He went out to have a look.ಅರ್ಥ : କୌଣସି କଥା କିମ୍ବା ବସ୍ତୁ ଇତ୍ୟାଦି ପ୍ରାପ୍ତି ଆଡ଼କୁ ଧ୍ୟାନ ଯିବା
ಉದಾಹರಣೆ :
ମୋର କିଛି ଖାଇବାପାଇଁ ଇଚ୍ଛା ହେଉଛି
ಸಮಾನಾರ್ಥಕ : ଅଭିଳାଷ କରିବା, ଇଚ୍ଛା ହେବା, ମନ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी बात या वस्तु आदि की प्राप्ति की ओर ध्यान जाना।
मुझे कुछ खाने की इच्छा है।ಅರ್ಥ : ଇଚ୍ଛା କରିବା
ಉದಾಹರಣೆ :
ମୁଁ ଆପଣଙ୍କଠାରୁ ଆର୍ଥିକ ସହାୟତା ଇଚ୍ଛା କରୁଛି ମୁଁ ଚାହୁଁଛି ଯେ ଭବିଷ୍ୟତରେ ସବୁକିଛି ଠିକ ହୋଇଯିବ
ಸಮಾನಾರ್ಥಕ : ଆଶା କରିବା, ଇଚ୍ଛା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
इच्छा रखना।
मैं आपसे आर्थिक सहायता चाहता हूँ।Regard something as probable or likely.
The meteorologists are expecting rain for tomorrow.