ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଗୋଟିଏ କ୍ଷୁଦ୍ର ଗଛ ଯାହାର ପତ୍ରଗୁଡ଼ିକୁ ପାଣିରେ ସିଝାଇ ପାନୀୟ ତିଆରି କରାଯାଏ
ಉದಾಹರಣೆ : ଆସାମରେ ବଡ଼ବଡ଼ ଚା’ ବଗିଚା ଅଛି
ಸಮಾನಾರ್ಥಕ : ଚା’
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
एक पौधा जिसकी पत्तियाँ उबलते हुए पानी में डालकर एक पेय बनाते हैं।
ಅರ್ಥ : ଚା ଗଛର ପତ୍ରଗୁଡ଼ିକୁ ପାଣିରେ ସିଝାଇ ଚିନି ଏବଂ ଦୁଧଆଦି ମିଶାଇ ତିଆରି କରାଯାଉଥିବା ପାନୀୟ
ಉದಾಹರಣೆ : ମଦୁମେହ ରୋଗୀ ବିନା ଚିନିରେ ଚା’ ପିଅନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
चाय के पौधे की पत्तियों को पानी में उबालकर चीनी, दूध आदि मिलाकर बनाया हुआ पेय पदार्थ।
A beverage made by steeping tea leaves in water.
ಸ್ಥಾಪನೆ