ಅರ್ಥ : ପାଖରୁ ଯିବା ବା ହାତରେ ନରହିବା
ಉದಾಹರಣೆ :
ଖରାପ ଅଭ୍ୟାସ ଯୋଗୁଁ ତାର ଚାକିରି ଚାଲିଗଲା
ಸಮಾನಾರ್ಥಕ : ହାତରୁ ଚାଲିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
पास से जाता रहना या हाथ में न रहना।
ग़लत आदतों के कारण उसकी नौकरी निकल गई।ಅರ್ಥ : ରଙ୍ଗ, ଚମକ ଆଦି ଫିକା ପଡିବା
ಉದಾಹರಣೆ :
ଗୋଟିଏ ଧୂଆଁରେ କନାର ରଙ୍ଗ ଉଡ଼ିଗଲା
ಸಮಾನಾರ್ಥಕ : ଉଡ଼ିଯିବା, ଛାଡ଼ିଯିବା, ଫିକା ପଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
रंग, चमक आदि का धीमा पड़ जाना।
एक ही धुलाई में कपड़े का रंग उड़ गया।ಅರ್ಥ : ନିବାସ,ସମ୍ବନ୍ଧ ବା କାର୍ଯ୍ୟ ସ୍ଥାନ ଆଦି ବଦଳାଇବା
ಉದಾಹರಣೆ :
ରମେଶ ଅନ୍ୟ ଟିମକୁ ଚାଲିଗଲା
ಸಮಾನಾರ್ಥಕ : ସ୍ଥାନ ପରିବର୍ତ୍ତନ କରିବା, ସ୍ଥାନ ବଦଳାଇବା, ସ୍ଥାନାନ୍ତରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Change residence, affiliation, or place of employment.
We moved from Idaho to Nebraska.ಅರ್ಥ : ପଛରେ ରହିଯିବା
ಉದಾಹರಣೆ :
ମୋତେ ଯେଉଁଠାରେ ଓହ୍ଲାଇବାର ଥିଲା ସେହି ଷ୍ଟେସନ ଚାଲିଗଲା
ಸಮಾನಾರ್ಥಕ : ଅତିକ୍ରାନ୍ତ ହୋଇଯିବା
ಇತರ ಭಾಷೆಗಳಿಗೆ ಅನುವಾದ :