ಅರ್ಥ : ଚାଲୁହେବା ବା ରହିବାର ପ୍ରକ୍ରିୟା, ଅବସ୍ଥା ବା ଭାବ
ಉದಾಹರಣೆ :
କିଛି ସମୟ ପର୍ଯ୍ୟନ୍ତ ଚାଲିବା ପରେ ଯନ୍ତ୍ରଟି ନିଜକୁ ନିଜେ ବନ୍ଦ ହୋଇଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରବାହିତ ହେବା
ಉದಾಹರಣೆ :
ନଦୀରେ ଡଙ୍ଗା ଚାଲୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାର୍ଯ୍ୟରେ ଅଗ୍ରସର ହେବା
ಉದಾಹರಣೆ :
ଆମକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ହେବ
ಸಮಾನಾರ್ಥಕ : ଆଗକୁ ବଢିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
ಉದಾಹರಣೆ :
ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
ಸಮಾನಾರ್ಥಕ : ଉପଯୋଗରେ ଆସିବା, କାମ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
आचरण या व्यवहार में होना या आना या प्रयोग करने पर आशानुरूप काम करना।
मेरी दस साल पुरानी कार आज भी चल रही है।ಅರ್ಥ : ସମ୍ବନ୍ଧ, ବ୍ୟବହାର ଆଦି ଠିକ୍ ଭାବରେ ଚାଲିବା
ಉದಾಹರಣೆ :
ଦେଖ, ମିଥ୍ୟା ଆଧାରରେ ନିର୍ମିତ ସମ୍ବନ୍ଧ କେତେଦିନ ଚାଲିବ
ಸಮಾನಾರ್ಥಕ : ନିର୍ବାହିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା
ಉದಾಹರಣೆ :
ପିଲାଟି ଢଳି ଢଳି ଚାଲୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ ଆଦିର ପ୍ରଚଳନରେ ଆସିବା
ಉದಾಹರಣೆ :
ତୁଗଲକ ସମୟରେ ତାଙ୍କ ନାମରେ ମୁଦ୍ରା ପ୍ରଚଳିତ ହୋଇଥିଲା
ಸಮಾನಾರ್ಥಕ : ପ୍ରଚଳିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु आदि का प्रचलन में आना।
तुगलक के समय में उसके नाम के सिक्के चले।ಅರ್ಥ : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
ಉದಾಹರಣೆ :
ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
ಸಮಾನಾರ್ಥಕ : ତିଷ୍ଠି ରହିବା, ରହିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
ಉದಾಹರಣೆ :
ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
ಸಮಾನಾರ್ಥಕ : ଗମନ କରିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା, ଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲାଠି ଆଦିର ପ୍ରୟୋଗ ବା ପ୍ରହାର ହେବା
ಉದಾಹರಣೆ :
ଆଜି ରାଉତ ବସ୍ତିରେ ଲାଠି ଚାଲିଲା
ಇತರ ಭಾಷೆಗಳಿಗೆ ಅನುವಾದ :