ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ସ୍ଥାନରେ ଚାରୋଟି ଗ୍ରାମର ସୀମା ମିଶିଛି
ಉದಾಹರಣೆ : କେହିଜଣେ ଗୁଣିଗାରେଡ଼ି କରି ସିନ୍ଦୁର,ଚୂଡ଼ି,ଟିକିଲି,କଳାକନା ଆଦି ଚାରିଛକିରେ ରଖିଦେଇଛି
ಸಮಾನಾರ್ಥಕ : ଚାରିଛକି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह स्थान जहाँ चार गाँवों की सीमाएँ मिलती हों।
ಅರ್ಥ : ଯେଉଁ ଜାଗାରେ ଚାରିଟି ରାସ୍ତା ମିଶିଥାଏ
ಉದಾಹರಣೆ : ସେ ଚାରିଛକ ମଝିରେ ଠିଆହୋଇ ଭାଷଣ ଦେଉଥିଲେ
ಸಮಾನಾರ್ಥಕ : ଚୌକ, ଚୌମୁହାଣି, ଚୌରାସ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह स्थान जहाँ चार रास्ते मिलते हों।
A junction where one street or road crosses another.
ಸ್ಥಾಪನೆ