ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଉପରେ ଟାଣିବାପାଇଁ ଧଳା ବା ରଙ୍ଗୀନ କପଡ଼ା
ಉದಾಹರಣೆ : ଭଗବାନଙ୍କ ମୂର୍ତ୍ତି ଉପରେ ଚାନ୍ଦୁଆ ଟାଣିଦିଅ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
ऊपर तानने का सफेद या रंगीन कपड़ा।
ಅರ್ಥ : ଖରାରୁ ସୁରକ୍ଷା ପାଇବା ପାଇଁ ବନ୍ଧାଯାଉଥିବା ପାଲ
ಉದಾಹರಣೆ : ତମ୍ବୁ ଭିତରେ ବି ବହୁତ ଗରମ
ಸಮಾನಾರ್ಥಕ : ତମ୍ବୁ, ପାଲ, ସାମିୟାନା
धूप आदि से बचने के लिए ताना जानेवाला चँदोआ।
ಅರ್ಥ : ଲୁଗା, ଫୁଲଆଦିରେ ସଜା ଯାଇଥିବା ଛୋଟ ମଣ୍ଡପ
ಉದಾಹರಣೆ : ଅତିଥିମାନଙ୍କ ଜଳଖିଆ ବ୍ୟବସ୍ଥା ମନ୍ଦିର ପାଖ ଚାନ୍ଦୁଆରେ କରାଯାଇଛି
ಸಮಾನಾರ್ಥಕ : ଖଞ୍ଜାଶାଳ, ଛାମୁଣ୍ଡିଆ
कपड़े, फूलों आदि का छोटा मंडप।
ಸ್ಥಾಪನೆ