ಅರ್ಥ : କାହା ବିଷୟରେ କିଛି କହିବାର ପ୍ରକ୍ରିୟା
ಉದಾಹರಣೆ :
ଆଜିକାଲିର ନେତାମାନେ ସମସ୍ୟାଗୁଡ଼ିକର ସମାଧାନ ନକରି ସଭାସମିତିରେ କେବଳ ତାର ଉଲ୍ଲେଖ ମାତ୍ର କରୁଛନ୍ତି
ಸಮಾನಾರ್ಥಕ : ଉଲ୍ଲେଖ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା
ಉದಾಹರಣೆ :
ସେ ଲୋକମାନେ ଦେଶର ଆର୍ଥିକ ସ୍ଥିତି ସମ୍ପକରେ କଥାବାର୍ତ୍ତା କରୁଥିଲେ ଆଜିକାଲି ତା ସହିତ ମୋର କଥାବାର୍ତ୍ତା ବନ୍ଦ ହୋଇଯାଇଛି
ಸಮಾನಾರ್ಥಕ : ଆଳାପ, କଥାବାର୍ତ୍ତା, ବାର୍ତ୍ତାଳାପ, ସଂଭାଷଣ
ಇತರ ಭಾಷೆಗಳಿಗೆ ಅನುವಾದ :
आपस में बात करने या बोलने की क्रिया।
वे लोग देश की आर्थिक स्थिति पर बातचीत कर रहे थे।The use of speech for informal exchange of views or ideas or information etc..
conversationಅರ್ಥ : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା
ಉದಾಹರಣೆ :
ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି
ಸಮಾನಾರ್ಥಕ : ଆଲୋଚନା, ଗୋଷ୍ଠୀ, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ
ಇತರ ಭಾಷೆಗಳಿಗೆ ಅನುವಾದ :
किसी विषय पर की जाने वाली बात-चीत।
वहाँ दहेज प्रथा के ऊपर चर्चा की जा रही है।An exchange of views on some topic.
We had a good discussion.