ಅರ್ಥ : ଯାହାର କୁମାରୀତ୍ବ ବା ବ୍ରହ୍ମଚର୍ଯ୍ୟ ନଷ୍ଟ ହୋଇଯାଇଛି
ಉದಾಹರಣೆ :
ନଷ୍ଟଚରିତ୍ର କନ୍ୟା ସହିତ କେହି ବିବାହ କରିବାପାଇଁ ଚାହାଁନ୍ତି ନାହିଁ
ಸಮಾನಾರ್ಥಕ : ନଷ୍ଟଚରିତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
जिसका कौमार्य या ब्रह्मचर्य नष्ट हो चुका हो।
अवकीर्ण कन्या से कोई विवाह करना नहीं चाहता था।ಅರ್ಥ : ଯେ ବ୍ୟଭିଚାର କରେ
ಉದಾಹರಣೆ :
ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
ಸಮಾನಾರ್ಥಕ : କାମୁକ, ଦୁଶ୍ଚରିତ୍ର, ବ୍ୟଭିଚାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
Not faithful to a spouse or lover.
Adulterous husbands and wives.ಅರ್ಥ : ଖରାପ ବା ନିନ୍ଦନୀୟ ଚରିତ୍ରର
ಉದಾಹರಣೆ :
ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
ಸಮಾನಾರ್ಥಕ : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଦୁରାଚାରୀ, ଦୁଶ୍ଚରିତ୍ର, ଭ୍ରଷ୍ଟ, ଭ୍ରଷ୍ଟାଚାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
Unrestrained by convention or morality.
Congreve draws a debauched aristocratic society.