ಅರ್ಥ : ଚମକିବା କ୍ରିୟା ବା ଭାବ
ಉದಾಹರಣೆ :
ହଠାତ୍ ଜୋର୍ ଶବ୍ଦ ଶୁଣି ଛୋଟ ପିଲାର ଚମକିବା କିଛି ନୂଆ କଥା ନୁହେଁ
ಇತರ ಭಾಷೆಗಳಿಗೆ ಅನುವಾದ :
The astonishment you feel when something totally unexpected happens to you.
surpriseಅರ್ಥ : କାନ୍ତି ବା ଆଭାଯୁକ୍ତ ହେବା
ಉದಾಹರಣೆ :
ତା ଚେହେରା ତେଜରେ ଚମକୁଛି
ಸಮಾನಾರ್ಥಕ : ଝଲମଲ କରିବା, ଦମକିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍ମକ୍ କରିବା
ಉದಾಹರಣೆ :
ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ
ಸಮಾನಾರ್ಥಕ : ଉଜ୍ଜ୍ୱଳ କରିବା, ଚକ୍ମକ୍ କରିବା, ଚମକ ଆସିବା, ଚିକ୍କଣ ହେବା, ଚିକ୍ଚିକ୍ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :