ಅರ್ಥ : ତଳୁ ଉପରଆଡ଼କୁ ନେଇଯିବା
ಉದಾಹರಣೆ :
ସେ ପ୍ରତିଦିନ ପାଣିପମ୍ପ ଦ୍ୱାରା ଟାଙ୍କିରେ ପାଣି ଚଢ଼ାଏ
ಸಮಾನಾರ್ಥಕ : ଭର୍ତ୍ତିକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାକୁ ବାହନ ଉପରେ ବସିବା ପାଇଁ ପ୍ରବୃତ୍ତ କରିବା
ಉದಾಹರಣೆ :
ଘୋଡ଼ାଚାଳକ ପିଲାକୁ ଘୋଡ଼ା ଉପରେ ଚଢାଇଲା
ಸಮಾನಾರ್ಥಕ : ବସାଇବା, ସବାର କରେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वाहन के ऊपर बैठने में प्रवृत्त करना।
साईस ने बच्चे को घोड़े पर चढ़ाया।