ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଚଟିଘର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଚଟିଘର   ବିଶେଷ୍ୟ

ಅರ್ಥ : ରହିବାର ବା ଦୀର୍ଘ ସ୍ଥାୟୀ ହେବାର ସ୍ଥାନ

ಉದಾಹರಣೆ : ଏହି ଜଙ୍ଗଲ ହିଁ ଏହି ଡାକୁମାନଙ୍କର ବାସସ୍ଥାନ

ಸಮಾನಾರ್ಥಕ : ବସା, ବାସସ୍ଥାନ


ಇತರ ಭಾಷೆಗಳಿಗೆ ಅನುವಾದ :

ठहरने या टिकने की जगह।

यह जंगल ही इन डाकुओं का बसेरा है।
बसेरा

ಅರ್ಥ : ରାଜପଥ ବା ଦୀର୍ଘ ସଡ଼କକଡ଼ରେ ତିଆରି ହୋଇଥିବା ଏକ ପ୍ରକାରର ହୋଟେଲ ଯେଉଁଠି ଲୋକେ ଖିଆପିଆ ସହିତ କିଛି ସମୟ ବିଶ୍ରାମ ବି କରନ୍ତି

ಉದಾಹರಣೆ : ରାତ୍ରି ଯାତ୍ରା କାରଣରୁ ଆମେ ଆମେ ଏକ ଢାବାରେ ଖାଇଲୁ

ಸಮಾನಾರ್ಥಕ : ଢାବା


ಇತರ ಭಾಷೆಗಳಿಗೆ ಅನುವಾದ :

राजपथ या लंबी सड़कों के किनारे बना वह होटल जहाँ खाने-पीने के साथ लोग थोड़ा विश्राम भी करते हैं।

रात्रि-यात्रा के दौरान हमने एक ढाबे में खाना खाया।
ढाबा, धाबा, बासा

A roadside cafe especially for lorry drivers.

pull-in, pull-up

ಅರ್ಥ : ଯାତ୍ରୀମାନେ ବିଶ୍ରାମ ନେଉଥିବା ସ୍ଥାନ

ಉದಾಹರಣೆ : କେଦାରନାଥ ଯାତ୍ରା ସମୟରେ ଆମେ ଗୋଟିଏ ପାନ୍ଥଶାଳାରେ ବିଶ୍ରାମ କରିଥିଲୁ

ಸಮಾನಾರ್ಥಕ : ପାନ୍ଥଶାଳା, ଯାତ୍ରୀ ବିଶ୍ରାମାଗାର, ସରାଇଘର, ସରେଇଖାନା, ସରେଇଘର


ಇತರ ಭಾಷೆಗಳಿಗೆ ಅನುವಾದ :

यात्रियों के ठहरने का स्थान।

केदारनाथ जाते समय हमने एक सराय में विश्राम किया था।
जनाश्रय, पथिकालय, पथिकाश्रय, पांथशाला, मुसाफ़िर ख़ाना, मुसाफिरखाना, लाज, लॉज, सराय

A hotel providing overnight lodging for travelers.

auberge, hostel, hostelry, inn, lodge

ಅರ್ಥ : ପ୍ରାଚୀନ କାଳରେ ବାଟରେ ପଡ଼ୁଥିବା ଯେଉଁ ସ୍ଥାନରେ ଯାତ୍ରୀମାନେ ବିଶ୍ରାମ କରନ୍ତି ବା ଗାଡ଼ି ବଦଳାଇଥାନ୍ତି

ಉದಾಹರಣೆ : ଯାତ୍ରାକୁ ସଫଳ କରିବାପାଇଁ ସ୍ଥାନେ ସ୍ଥନେ ଡାକବଙ୍ଗଳା ତିଆରି କରାଯାଇଥିଲା

ಸಮಾನಾರ್ಥಕ : ଡାକବଙ୍ଗଳା


ಇತರ ಭಾಷೆಗಳಿಗೆ ಅನುವಾದ :

प्राचीन काल में मार्ग में पड़नेवाला वह स्थान जहाँ यात्रा के घोड़े, हरकारे या सवारियाँ बदली जाती थीं।

यात्रा को सुलभ बनाने के लिए स्थान-स्थान पर डाक-चौकियाँ बनाई गई थीं।
डाक चौकी, डाक-चौकी