ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବସିବାଆଦି ନିମନ୍ତେ ସମତଳ ଏବଂ ପକ୍କା ଭୂମି
ಉದಾಹರಣೆ : ଚଟାଣ ସଜାଇବାପାଇଁ ଆଜିକାଲି ସୁନ୍ଦର ସୁନ୍ଦର ଟାଇଲ୍ ମିଳୁଛି
ಸಮಾನಾರ್ಥಕ : ଗୃହତଳ, ଘରତଳ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बैठने आदि के लिए समतल और पक्की भूमि।
ಅರ್ಥ : ଡଙ୍ଗାର ଚଟାଣ
ಉದಾಹರಣೆ : ନାବିକ ଡଙ୍ଗାର ଚଟାଣ ଉପରେ ବସିବାପାଇଁ କେତେକ ଚୌକି ପକାଇଛି
नाव का फर्श।
ಅರ್ಥ : ଚୂନ,ସୁର୍କି ଆଦିରୁ ପ୍ରସ୍ତୁତ ଚଟାଣ
ಉದಾಹರಣೆ : ପକ୍କାଚଟାଣ ଉପରେ ସୁନ୍ଦର ଫୁଲ ପଡ଼ିଛି
ಸಮಾನಾರ್ಥಕ : ପକ୍କାଚଟାଣ
चूने, सीमेंट आदि से बना पक्का फर्श।
ಸ್ಥಾಪನೆ