ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଖାଦ୍ୟବସ୍ତୁ ସହିତ ଚାଟି ଖିଆହେଉଥିବା ଓଦାଳିଆ ରାଗମିଶା ଜିନିଷ ଯାହାକୁ ବାଟି ବା କୁଟିକରି ତିଆରି କରାଯାଇଥାଏ
ಉದಾಹರಣೆ : ମାଆ ଆଜି ଆମ୍ବ ଚଟଣି ତିଆରି କରୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
खाद्य वस्तु के साथ चाटने की गीली चटपटी वस्तु जो पीसकर, मसलकर या कूचकर बनाई जाती है।
ಅರ್ಥ : ଚପିଯାଇ ସମ୍ପୂର୍ଣ୍ଣରୂପେ ବିକୃତ ହୋଇଯିବାର ଅବସ୍ଥା
ಉದಾಹರಣೆ : ଲଢ଼େଇରେ ପତଳା ମୁଷ୍ଠିଯୋଦ୍ଧା ମୋଟା ମୁଷ୍ଠିଯୋଦ୍ଧାକୁ ମାରିମାରି ଚଟଣି କରିଦେଲା
दबने आदि से बिल्कुल विकृत हो जाने की अवस्था।
ಸ್ಥಾಪನೆ