ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଚଞ୍ଚଳା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଚଞ୍ଚଳା   ବିଶେଷ୍ୟ

ಅರ್ಥ : ଯେଉଁ ଛନ୍ଦର ପଞ୍ଚମ,ଅଷ୍ଟମ ଏବଂ ନବମ ମାତ୍ରା ଲଘୁ ଏବଂ ଅନ୍ତିମ ମାତ୍ରା ଗୁରୁ ହୋଇଥାଏ

ಉದಾಹರಣೆ : ଚଞ୍ଚଳାର ପ୍ରତ୍ୟେକ ଚରଣରେ ଷୋହଳ ମାତ୍ରା ଥାଏ

ಸಮಾನಾರ್ಥಕ : ଚଂଚଳା, ଚିତ୍ରା, ବ୍ରହ୍ମରୂପକ


ಇತರ ಭಾಷೆಗಳಿಗೆ ಅನುವಾದ :

एक छंद जिसकी पाँचवीं, आठवीं और नौवीं मात्रा लघु एवं अंतिम मात्रा गुरु होती है।

चंचला के प्रत्येक चरण में सोलह मात्राएँ होती हैं।
चंचला, चित्रा, ब्रह्मरूपक

(prosody) a system of versification.

poetic rhythm, prosody, rhythmic pattern

ಅರ್ಥ : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ

ಉದಾಹರಣೆ : ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି

ಸಮಾನಾರ್ಥಕ : ଇନ୍ଦିରା, କମଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମା, ପଦ୍ମାସନୀ, ପଦ୍ମିନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ଶ୍ରୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା


ಇತರ ಭಾಷೆಗಳಿಗೆ ಅನುವಾದ :

Hindu goddess of fortune and prosperity.

lakshmi