ಅರ್ಥ : ଏକ କୀଳକକୁ ଆଧାର କରି ଘୁରୁଥିବା ଗୋଲାକାର ବସ୍ତୁ
ಉದಾಹರಣೆ :
ଚକ୍ରଟି ତା ଆଧାରରୁ ବାହାରି ଦୂରରେ ପଡ଼ିଲା
ಸಮಾನಾರ್ಥಕ : ଚକ
ಇತರ ಭಾಷೆಗಳಿಗೆ ಅನುವಾದ :
A conical child's plaything tapering to a steel point on which it can be made to spin.
He got a bright red top and string for his birthday.ಅರ್ಥ : ଛୋଟ ଚକ ଭଳି ହୋଇଥିବା ପୌରାଣିକ କାଳର ଏକ ଅସ୍ତ୍ର
ಉದಾಹರಣೆ :
ଭଗବାନ ବିଷ୍ଣୁଙ୍କ ଚକ୍ରର ନାମ ସୁଦର୍ଶନ
ಇತರ ಭಾಷೆಗಳಿಗೆ ಅನುವಾದ :
पौराणिक काल का एक अस्त्र जो छोटे पहिए के आकार का होता था।
भगवान विष्णु के चक्र का नाम सुदर्शन है।A weapon that is forcibly thrown or projected at a targets but is not self-propelled.
missile, projectileಅರ್ಥ : ଧାତୁତିଆରି ଯେଉଁ ପଦକଟି ସୈନିକମାନଙ୍କୁ ବୀରତାପୂର୍ଣ୍ଣ କାର୍ଯ୍ୟପାଇଁ ପ୍ରଦାନ କରାଯାଏ
ಉದಾಹರಣೆ :
ମେଜର ସତପାଲ ସିହଂଙ୍କୁ ମହାବୀର ଚକ୍ର ପ୍ରଦାନ କରାଗଲା
ಸಮಾನಾರ್ಥಕ : ମହାବୀର ଚକ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
धातु का एक विशेष आकार का टुकड़ा जो प्रायः सैनिकों को अच्छा या वीरतापूर्ण काम करने पर पदक या तमगे के रूप में दिया जाता है।
मेजर सतपाल सिंह को महावीर चक्र प्रदान किया गया।An award for winning a championship or commemorating some other event.
decoration, laurel wreath, medal, medallion, palm, ribbonಅರ್ಥ : ଗାଡିର ଚକ ଭଳି ଦିଶୁଥିବା ଯେଉଁ ଗୋଲାକାର ଜିନିଷଟି ପ୍ରାୟ ଘୁରୁଥାଏ କିମ୍ବା ଯାହାକୁ ଘୁରାଇବାପାଇଁ ତିଆରି କରାଯାଇଅଛି ବା ଯାହା ଦେଖିବାକୁ ଗାଡି ଚକ ପରି
ಉದಾಹರಣೆ :
କୁମ୍ଭାର ଚକ ଏକ ପ୍ରକାରର ଚକ୍ର
ಸಮಾನಾರ್ಥಕ : ଚକ
ಇತರ ಭಾಷೆಗಳಿಗೆ ಅನುವಾದ :
A simple machine consisting of a circular frame with spokes (or a solid disc) that can rotate on a shaft or axle (as in vehicles or other machines).
wheelಅರ್ಥ : ଯେଉଁ କ୍ଷେତ୍ର ଏପରି ରେଖାଦ୍ୱାରା ଘେରାହୋଇଛି ଯାହାର ପ୍ରତ୍ୟେକ ବିନ୍ଦୁ ସେହି କ୍ଷେତ୍ରର ମଧ୍ୟ ବିନ୍ଦୁ ସହିତ ସମାନ ଦୂରତାରେ ଥାଏ
ಉದಾಹರಣೆ :
ସେ ଅଭ୍ୟାସ ପୁସ୍ତିକାରେ ବୃତ୍ତ ତିଆରି କରୁଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯୋଗ ଅନୁସାରେ ଶରୀର ମଧ୍ୟରେ ସାତ ପଦ୍ମ ବା ବିଶିଷ୍ଟ ସ୍ଥାନ ଯାହା ଆଧୁନିକ ବିଜ୍ଞାନ ଅନୁସାରେ କେତେକ ବିଶିଷ୍ଟ ଜୀବନ ରକ୍ଷକ ଗ୍ରନ୍ଥିର ଆଖପାଖରେ ଥାଏ
ಉದಾಹರಣೆ :
ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ,ଆଜ୍ଞା ଏବଂ ସହସ୍ରାର ଏଗୁଡିକ ଯୋଗର ଚକ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
योग के अनुसार शरीर में के सात पद्म या विशिष्ट स्थान जो आधुनिक विज्ञान के अनुसार कुछ विशिष्ट जीवन-रक्षिणी गिल्टियों के आस-पास पड़ते हैं।
मूलाधार, स्वाधिष्ठान, मणिपुर, अनाहत, विशुद्ध, आज्ञा और सहस्रार ये योग के चक्र हैं।