ಅರ್ಥ : ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ
ಉದಾಹರಣೆ :
ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ
ಸಮಾನಾರ್ಥಕ : ଅଶ୍ୱ, ଘୋଟକ, ତୁରଗ, ତୁରଙ୍ଗ, ହୟ
ಇತರ ಭಾಷೆಗಳಿಗೆ ಅನುವಾದ :
सींगरहित एक चौपाया जो गाड़ी खींचने और सवारी के काम में आता है।
राणा प्रताप के घोड़े का नाम चेतक था।ಅರ್ಥ : ଯେଉଁ ଉଚ୍ଚା ଷ୍ଟୁଲରେ ଉପରକୁ ଚଢ଼ିବା ପାଇଁ ସିଢ଼ି ଲାଗିଥାଏ
ಉದಾಹರಣೆ :
ଘୋଡ଼ା ଉପରେ ଚଢ଼ି ଚାକରାଣୀ ପଙ୍ଖା ସଫା କରିବାକୁ ଲାଗିଲା
ಇತರ ಭಾಷೆಗಳಿಗೆ ಅನುವಾದ :
एक तरह का ऊँचा स्टूल जिस पर चढ़ने के लिए सीढ़ियाँ बनी होती हैं।
घोड़े पर चढ़कर बाई पंखा साफ करने लगी।ಅರ್ಥ : ବନ୍ଧୁକ ଭଳି ଶସ୍ତ୍ରର କମାନୀ ଯାହାକୁ ଦବାଇଲେ ବା ଠେଲିଲେ ହିଁ ଗୁଳି ଚାଲିଯାଏ
ಉದಾಹರಣೆ :
ସେ ଲକ୍ଷ୍ୟ କଲେ ଏବଂ ଟ୍ରିଗର ଦବାଇଲେ
ಸಮಾನಾರ್ಥಕ : ଟ୍ରିଗର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଣ୍ଡିରା ଘୋଡ଼ା
ಉದಾಹರಣೆ :
ସୈନିକ ଘୋଡ଼ାରେ ନୁହେଁ ବରଂ ଘୋଡ଼ୀ ଉପରେ ବସିଥିଲା
ಸಮಾನಾರ್ಥಕ : ଅଶ୍ୱ, ଘୋଟକ, ତୁରଙ୍ଗ, ହୟ
ಇತರ ಭಾಷೆಗಳಿಗೆ ಅನುವಾದ :
The male of species Equus caballus.
male horse