ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯିଏ ପ୍ରାଣଦଣ୍ଡ ପାଇଥିବା ଲୋକଙ୍କୁ ହତ୍ୟା କରେ
ಉದಾಹರಣೆ : ଘାତକ ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିକୁ ଫାସିରେ ଝୁଲାଇଦେଲା
ಸಮಾನಾರ್ಥಕ : ଜଲ୍ଲାଦ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह जो प्राणदंड पानेवालों का वध करता हो।
An executioner who hangs the condemned person.
ಅರ್ಥ : ଯେ କାହାରିକୁ ହତ୍ୟାକରିଛି
ಉದಾಹರಣೆ : ଏହି ମୋକଦମାରେ ସବୁ ହତ୍ୟାକାରୀ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡର ଆଦେଶ ଶୁଣାଇଦିଆଗଲା
ಸಮಾನಾರ್ಥಕ : ଖୁଣୀ, ଖୁନୀ, ହତ୍ୟାକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जिसने किसी की हत्या की हो।
ಅರ್ಥ : ଉତ୍କଟ ବିଷର ପ୍ରଭାବକୁ ନଷ୍ଟ କରୁଥିବା
ಉದಾಹರಣೆ : ତାଙ୍କ ନାଶକ ମନ୍ତ୍ର ଗୋପାଳକୁ ମୃତ୍ୟୁ ମୁହଁରୁ ରକ୍ଷାକଲା
ಸಮಾನಾರ್ಥಕ : ନାଶକ, ମାରଣା
ಅರ್ಥ : ଯାହାଦ୍ୱାରା ଜୀବନ ଯାଇପାରେ ବା ଜୀବନ ନେବାବାଲା
ಉದಾಹರಣೆ : ସେ ତାଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କଲା କୈକେୟୀଙ୍କଦ୍ୱାରା ମାଗିଥିବା ବର ଦଶରଥଙ୍କପାଇଁ ପ୍ରାଣାନ୍ତକ ଥିଲା
ಸಮಾನಾರ್ಥಕ : ପ୍ରାଣଘାତକ, ପ୍ରାଣଘାତୀ, ପ୍ରାଣାନ୍ତକ
जिससे जान जा सकती हो या जान लेनेवाला।
Causing or capable of causing death.
ಸ್ಥಾಪನೆ