ಅರ್ಥ : ସମସ୍ତ ଘରକରଣା ସାମଗ୍ରୀ
ಉದಾಹರಣೆ :
ଖରାଦିନ ଛୁଟି ହେଲାକ୍ଷଣି ସେ ନିଜର ପେଡ଼ିପୁଟୁଳା ବାନ୍ଧି ଘରକୁ ଫେରିଲା
ಸಮಾನಾರ್ಥಕ : ଆସବାବପତ୍ର, ପେଡ଼ିପୁଟୁଳା
ಇತರ ಭಾಷೆಗಳಿಗೆ ಅನುವಾದ :
घर गृहस्थी का सारा सामान।
गर्मी की छुट्टी होते ही वह अपना बोरिया-बिस्तर बाँधकर घर के लिए प्रस्थान किया।