ಅರ್ಥ : କୌଣସି ସଂଖ୍ୟାର ତୃତୀୟଘାତ
ಉದಾಹರಣೆ :
ପାଞ୍ଚ ଘନରୁ ଦୁଇ ଘନ କମାଇଦିଅ
ಸಮಾನಾರ್ಥಕ : କ୍ୟୂବ୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତାଳ ଦେବାକୁ ଗୋଟିଏ ବାଜା
ಉದಾಹರಣೆ :
ଜଗନ୍ନାଥ ଘନ ବଜାଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
Any of various devices or contrivances that can be used to produce musical tones or sounds.
instrument, musical instrumentಅರ್ಥ : କୌଣସି ଅଙ୍କକୁ ସେହି ଅଙ୍କରେ ଦୁଇଥର ଗୁଣନ କଲେ ମିଳୁଥିବା ଗୁଣନଫଳ
ಉದಾಹರಣೆ :
ଦୁଇର ଘନ ଆଠ ହୁଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲମ୍ବା,ଚଉଡା ତଥା ଉଚ୍ଚାରେ ସମାନଥିବା ଏପରି ଆକୃତି ବିଶିଷ୍ଟ ଗୋଟିଏ ବସ୍ତୁ
ಉದಾಹರಣೆ :
ଘନର ଛଅ ବର୍ଗାକାର ସମାନ ହୋଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :