ಅರ್ಥ : ଦିନ ରାତିର ଚବିଶ ଭାଗରୁ ଭାଗେ କିମ୍ବା ଷାଠିଏ ମିନିଟର ସମୟ
ಉದಾಹರಣೆ :
ଗାଡ଼ି ଏକ ଘଣ୍ଟା ବିଳମ୍ବରେ ଚାଲୁଅଛି
ಸಮಾನಾರ್ಥಕ : ଘଂଟା
ಇತರ ಭಾಷೆಗಳಿಗೆ ಅನುವಾದ :
A period of time equal to 1/24th of a day.
The job will take more than an hour.ಅರ್ಥ : ଧାତୁ ନିର୍ମିତ ଯେଉଁ ବିଶେଷ ଗୋଲାକାର ବାଦ୍ୟ ଉପରେ ହାତୁଡ଼ିଆଦିରେ ଆଘାତକଲେ ଶବ୍ଦ ଉତ୍ପନ୍ନ ହୁଏ
ಉದಾಹರಣೆ :
ଘଣ୍ଟାର ଟଂନ ଟଂନ ଶବ୍ଦ ଶୁଣି ପିଲାମାନେ ଶ୍ରେଣୀଆଡ଼କୁ ଦୌଡ଼ିଲେ
ಸಮಾನಾರ್ಥಕ : ଘଣ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେତିକି ଦୂରତା ଏକ ଘଣ୍ଟାରେ ଅତିକ୍ରମ କରିହୁଏ
ಉದಾಹರಣೆ :
ମୋ ଘର ଷ୍ଟେସନଠାରୁ ଏକ ଘଣ୍ଟାର ରାସ୍ତା
ಸಮಾನಾರ್ಥಕ : ଘଂଟା
ಇತರ ಭಾಷೆಗಳಿಗೆ ಅನುವಾದ :