ಅರ್ಥ : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
ಉದಾಹರಣೆ :
ସେ ମାଟିର ମୂର୍ତ୍ତି ତିଆରି କରୁଛି
ಸಮಾನಾರ್ಥಕ : ଆକାର ଦେବା, ତିଆରି କରିବା, ନିର୍ମାଣ କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉନ୍ନତି ବା ଅବନତିରେ ସହାୟତା କରିବା
ಉದಾಹರಣೆ :
ଅନୁଶାସନ ଆମକୁ ମହାନ କରେ
ಸಮಾನಾರ್ಥಕ : କରିବା, ପ୍ରସ୍ତୁତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅସ୍ତିତ୍ୱକୁ ଆଣିବା
ಉದಾಹರಣೆ :
କୁମ୍ଭାର ମାଠିଆ ଗଢ଼ୁଛି
ಸಮಾನಾರ್ಥಕ : ତିଆରିକରିବା, ନିର୍ମାଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
अस्तित्व में लाना।
कुम्हार घड़े बनाता है।