ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପାଣି ରଖିବା ନିମନ୍ତେ ଏକ ପ୍ରକାର ଥଣ୍ଟଥିବା ପାତ୍ର
ಉದಾಹರಣೆ : ଗଡ଼ୁରେ ପାଣି ଭର୍ତ୍ତିକରି ରଖି ଦିଅ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जल रखने का एक प्रकार का टोंटीदार बरतन।
ಅರ್ಥ : ପାଣି ରଖିବାର ଧାତୁର ଏକ ଗୋଲ ବାସନ
ಉದಾಹರಣೆ : ଜେଜେ ତମ୍ବା ଗଡ଼ୁରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
पानी रखने का धातु का एक गोल बरतन।
A globular water bottle used in Asia.
ಅರ್ಥ : ଏକ ପ୍ରକାର ନଳୀ ଲାଗିଥିବା ଢାଳ
ಉದಾಹರಣೆ : ଧାତୁ ବା ମାଟିରେ ଗଡ଼ୁ ତିଆରି ହୁଏ
एक प्रकार का टोंटीदार लोटा।
ಅರ್ಥ : ଯେଉଁ ଢାଳରୁ ପାଣି ଅଜାଡିବାପାଇଁ ବତକର ବେକଭଳି ଏକ ନଳୀ ଲାଗିଥାଏ
ಉದಾಹರಣೆ : ମୌଲବୀ ସାହାବ ଗଡ଼ୁଢାଳରୁ ପାଣି ପିଉଛନ୍ତି
ಸಮಾನಾರ್ಥಕ : ଗଡ଼ୁଢାଳ
एक प्रकार का लोटा जिसमें पानी गिराने के लिए बतख के गले के समान एक नली लगी रहती है।
ಸ್ಥಾಪನೆ