ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଗଡ଼ାଇବା କାମ କରାଇବା
ಉದಾಹರಣೆ : ସେ ପିଲାଙ୍କଦ୍ୱାରା ବଲ୍ ଗଡ଼ାଉଛି
ಸಮಾನಾರ್ಥಕ : ଗଡ଼େଇବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
लुढ़काने का काम कराना।
ಅರ್ಥ : ଟାଳିବାକାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ : ପ୍ରବନ୍ଧକ ସାକ୍ଷାତାକାର ଦିନ ଟଳାଇଲେ
ಸಮಾನಾರ್ಥಕ : ଘୁଞ୍ଚାଇବା, ଟଳାଇବା, ଟାଳିବା
टालने का काम दूसरे से कराना।
ಅರ್ಥ : ଯେଉଁ ପ୍ରକାରେ ଛାଡ଼ିଲେ ବା ଧକ୍କାଦେଲେ କୌଣସି ବସ୍ତୁ ଚକ୍କର ମାରି କିଛି ଦୂରକୁ ଚାଲିଯାଏ
ಉದಾಹರಣೆ : ତେଲପୂର୍ଣ୍ଣ ଡ୍ରମକୁ ଟ୍ରକରୁ ଓହ୍ଲାଇବାପାଇଁ ରାମୁ ତାକୁ ଗଡ଼ାଇଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
इस प्रकार छोड़ना या धकेलना कि चक्कर खाते हुए कुछ दूर चला जाए।
Move by turning over or rotating.
ಅರ್ಥ : ସ୍ରୋତକୁ ତଳ ଆଡ଼କୁ ନେଇଯିବା
ಉದಾಹರಣೆ : ବନ୍ଧର ପାଣି କେନାଲରେ ଗଡ଼େଇଦିଆଯାଉଛି
ಸಮಾನಾರ್ಥಕ : ଛାଡ଼ିବା, ନିଗାଡ଼ିବା
प्रवाह को ढाल की ओर ले जाना।
ಸ್ಥಾಪನೆ