ಅರ್ಥ : ହାଇଡ଼୍ରୋକାର୍ବନର ଏକ ମିଶ୍ରଣ ଯାହା ବାଷ୍ପଶୀଳ ଓ ଜ୍ୱଳନଶୀଳ
ಉದಾಹರಣೆ :
ଗ୍ୟାସ୍କୁ ପରିଷ୍କୃତ କରି ପେଟ୍ରୋଲ, ଡିଜେଲଆଦି ତିଆରି କରାଯାଏ
ಸಮಾನಾರ್ಥಕ : ଗ୍ୟାସୋଲିନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରୋଷେଇ କରିବା କାମରେ ଆସୁଥିବା ଗ୍ୟାସ୍
ಉದಾಹರಣೆ :
ସହରରେ ରୋଷେଇ ଗ୍ୟାସ୍ର ଉପଯୋଗ ଅଧିକ ହୋଇଥାଏ
ಸಮಾನಾರ್ಥಕ : ଇନ୍ଧନ ଗ୍ୟାସ୍, ରୋଷେଇ ଗ୍ୟାସ୍
ಇತರ ಭಾಷೆಗಳಿಗೆ ಅನುವಾದ :
वह गैस जो रसोई बनाने के काम आती है।
शहरों में गैस का उपयोग अधिक होता है।