ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଗାଁରେ ବାସ କରୁଥିବା ବ୍ୟକ୍ତି
ಉದಾಹರಣೆ : ଗ୍ରାମବାସୀମାନେ ସାଧୁଙ୍କର ଖୁବ ସତ୍କାର କଲେ
ಸಮಾನಾರ್ಥಕ : ଗାଉଁଲୀ, ଗ୍ରାମବାସୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह जो गाँव में या ग्रामीण क्षेत्रों में निवास करता हो या गाँव का रहने वाला व्यक्ति।
One who has lived in a village most of their life.
ಅರ್ಥ : ଗାଁ କିମ୍ବା ଗ୍ରାମୀଣ କ୍ଷେତ୍ରରେ ରହିବାବ୍ୟକ୍ତି
ಉದಾಹರಣೆ : ଗାଉଁଲି ଲୋକ ସହରୀମାନଙ୍କ ଅପେକ୍ଷା କମ ଶିକ୍ଷିତ ହେଲେବି ଅତ୍ୟନ୍ତ ସ୍ନେହୀ
ಸಮಾನಾರ್ಥಕ : ଗାଁଉଲି, ଗାଁଉଲିଆ, ଗ୍ରାମବାସୀ, ଗ୍ରାମ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
गाँव या ग्रामीण क्षेत्र में रहनेवाला।
ಅರ್ಥ : ଗାଁର ବା ଗାଁ ସହିତ ସମ୍ବନ୍ଧିତ
ಉದಾಹರಣೆ : ଗାଉଁଲି ଜୀବନ ସରଳତାପୂର୍ଣ୍ଣ
ಸಮಾನಾರ್ಥಕ : ଗାଁଉଲି, ଗାଁଉଲିଆ, ଗ୍ରାମ୍ୟ
गाँव का या गाँव से संबंधित।
ಸ್ಥಾಪನೆ