ಅರ್ಥ : ସଂପୂର୍ଣ୍ଣ ରୂପେ ଅଧିକ ସମୟଧରି ଯେଉଁ ଗ୍ରହଣରେ ସୂର୍ଯ୍ୟ ବା ଚନ୍ଦ୍ର ମଣ୍ଡଳ ଲୁଚି ରହିଥାଏ
ಉದಾಹರಣೆ :
ଗ୍ରହଣ କାଳରେ ଖାଲି ଆଖିରେ ଆକାଶକୁ ଅନାଇବା ମନା
ಅರ್ಥ : କାହାରିଠୁ କିଛି ନେବାର କ୍ରିୟା
ಉದಾಹರಣೆ :
ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
ಸಮಾನಾರ್ಥಕ : ନେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୂର୍ଯ୍ୟ, ଚନ୍ଦ୍ର ବା କୌଣସି ଅନ୍ୟ ଜ୍ୟୋତିପିଣ୍ଡ ସାମ୍ନାରେ ଅନ୍ୟ ଏକ ଗ୍ରହ ବା ଉପଗ୍ରହ ଆସିଗଲେ ତା’ର ଆଲୋକ- ପ୍ରବାହରେ ବାଧାପ୍ରାପ୍ତ ହେବା
ಉದಾಹರಣೆ :
ସୂର୍ଯ୍ୟ ପରାଗ ଅମାବସ୍ୟା ଦିନ ହିଁ ହୁଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆପଣେଇବା ବା ଗ୍ରହଣ କରିବାର ପ୍ରକ୍ରିୟା
ಉದಾಹರಣೆ :
ବିବାହର ଦୁଇବର୍ଷ ପରେ ମଧ୍ୟ ବରୁଣ ତା ସ୍ତ୍ରୀକୁ ସ୍ୱୀକାର କରିପାରିଲାନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :