ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଯାହାଙ୍କୁ ଭଗବାନଙ୍କ ଅବତାର ବୋଲି ବିଚାର କରାଯାଏ
ಉದಾಹರಣೆ : ଗୌତମବୁଦ୍ଧଙ୍କ ପରିନିର୍ବାଣ ସ୍ଥଳୀ ହେଉଛି କୁଶୀନଗର
ಸಮಾನಾರ್ಥಕ : ଗୌତମବୁଦ୍ଧ, ତଥାଗତ, ବୁଦ୍ଧ, ବୁଦ୍ଧଦେବ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बौद्ध धर्म के प्रवर्तक जिन्हें विष्णु भगवान का अवतार माना जाता है।
ಅರ್ಥ : ନ୍ୟାୟଶାସ୍ତ୍ରର ଆଚାର୍ଯ୍ୟ ଓ ଜଣେ ପ୍ରସିଦ୍ଧ ଋଷି
ಉದಾಹರಣೆ : ଗୌତମ ଋଷିଙ୍କ ପତ୍ନୀଙ୍କ ନାମ ଅହଲ୍ୟା ଥିଲା
ಸಮಾನಾರ್ಥಕ : ଗୌତମ ଋଷି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
न्यायशास्त्र के आचार्य एक प्रसिद्ध ऋषि।
A mentor in spiritual and philosophical topics who is renowned for profound wisdom.
ಸ್ಥಾಪನೆ