ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ତୂରୀ ଭଳି ଏକ ବଡ଼ ବାଦ୍ୟ
ಉದಾಹರಣೆ : ସିଙ୍ଗାର ଶବ୍ଦ ବହୁଦୂର ପର୍ଯ୍ୟନ୍ତ ଶୁଣାଯାଇଥାଏ
ಸಮಾನಾರ್ಥಕ : ନରସିଂଗା, ନରସିଂହ, ନରସିଙ୍ଗା, ନରସିଙ୍ଘା, ସିଙ୍ଗା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
तुरही की तरह का एक बड़ा बाजा।
ಅರ್ಥ : ଗଙ୍ଗୋତ୍ରୀରେ ଗାଈମୁହଁ ପରି ଦିଶୁଥିବା ସ୍ଥାନ ଯେଉଁଠାରୁ ଗଙ୍ଗାର ସୃଷ୍ଟି ହୋଇଛି
ಉದಾಹರಣೆ : ଗଙ୍ଗାର ଧାରା ସବୁବେଳେ ଗୋମୁଖୀରୁ ପ୍ରବାହିତ ହେଉଛି
ಸಮಾನಾರ್ಥಕ : ଗୋମୁଖୀ
गंगोत्री में गाय के मुख के समान वह स्थान जिसमें से गंगा का उद्गम होता है।
ಅರ್ಥ : ଗୋଟିଏ ଶଙ୍ଖ ଯାହାର ଆକାର ଗାଈମୁହଁ ପରି
ಉದಾಹರಣೆ : ପୁଜାରୀ ଗୋମୁଖ ବଜାଉଛନ୍ତି
गाय के मुख के आकार का एक शंख।
ಅರ್ಥ : ଯୋଗରେ ଏକ ଆସନ
ಉದಾಹರಣೆ : ଯୋଗୀ ଗୋମୁଖରେ ବସିଛନ୍ତି
ಸಮಾನಾರ್ಥಕ : ଗୋମୁଖାସନ
योग में एक आसन।
ಸ್ಥಾಪನೆ