ಅರ್ಥ : ଗୋଲାକାର କଣ୍ଟାଯୁକ୍ତ ଧାତୁଖଣ୍ଡ
ಉದಾಹರಣೆ :
ସାଧାରଣତଃ ହାତୀମାନଙ୍କୁ ଧରିବାପାଇଁ ସେମାନଙ୍କ ରାସ୍ତାରେ ଗୋଖରୁ ବିଛାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
धातु के गोल कँटीले टुकड़े।
गोखरू प्रायः हाथियों को पकड़ने के लिए उनके रास्ते में बिछाये जाते हैँ।ಅರ್ಥ : ଝାଲର ତଥା ସୁନେଲି ତାରକୁ ଗୁନ୍ଥି ତିଆରି କରାଯାଉଥିବା ଏକ ପୋଷାକ
ಉದಾಹರಣೆ :
ସ୍ତ୍ରୀଲୋକମାନେ ପୋଷାକରେ ଗୋଖରୁ ଲଗାନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
गोटे तथा बादले के तारों से गूँथ कर बनाया हुआ एक साज।
गोखरू को स्त्रियाँ कपड़ों में टाँका करती हैँ।ಅರ್ಥ : ଘର୍ଷଣ ହେବାରୁ ଶରୀରରେ (ବିଶେଷ କରି ଗୋଡରେ) ହୋଇଥିବା ସ୍ପଷ୍ଟ ଗାଢ଼ୁଆ ଚିହ୍ନ
ಉದಾಹರಣೆ :
ଗୋଖରୁ କାରଣରୁ ତାକୁ ଚାଲିବାପାଇଁ କଷ୍ଟ ହେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ କର୍ଣ୍ଣ ଆଭୂଷଣ ଗୋଖରୁ ମଞ୍ଜି ଭଳି ହୋଇଥାଏ
ಉದಾಹರಣೆ :
ମୋ ବୁଢ଼ୀମା ପାଖରେ ଗୋଖରୁ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
Jewelry to ornament the ear. Usually clipped to the earlobe or fastened through a hole in the lobe.
earringಅರ್ಥ : ଯେଉଁ ପାଉଁଜିରେ ଗୋଖରୁ ମଞ୍ଜି ଭଳି କାରୁକାର୍ଯ୍ୟ ହୋଇଥାଏ
ಉದಾಹರಣೆ :
ତା ଗୋଖରୁ କେଉଁଠି ହଜିଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ କଣ୍ଟାଳିଆ ମଞ୍ଜି
ಉದಾಹರಣೆ :
ଗୋଡ଼ରେ ଗୋଖରୁ ଗଳିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକପ୍ରକାର ଗଛ
ಉದಾಹರಣೆ :
ଗୋଖରୁ ମଞ୍ଜି କଣ୍ଟାଳିଆ
ಇತರ ಭಾಷೆಗಳಿಗೆ ಅನುವಾದ :