ಅರ್ಥ : ଖାଇବା ପିଇବା ଜିନିଷ ଅଧିକ ମାତ୍ରାରେ ଖାଇବା ଓ ପିଇବା
ಉದಾಹರಣೆ :
ଭାନୁ ଦୋକାନରେ ରସଗୋଲା ଗିଳୁଛି
ಸಮಾನಾರ್ಥಕ : ଗିଳିବା, ଗ୍ରାସକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପୁରା ପେଟଭରି ଖାଇବା
ಉದಾಹರಣೆ :
ମୁଁ ଆଜି ପାର୍ଟିରେ ଖୁବ ଠୁଙ୍କିଲି
ಸಮಾನಾರ್ಥಕ : ଠୁଙ୍କିବା, ତଣ୍ଟିଯାଏ ଖାଇବା
ಇತರ ಭಾಷೆಗಳಿಗೆ ಅನುವಾದ :