ಅರ್ಥ : ଭାଙ୍ଗି ଗୁଣ୍ଡହେବା
ಉದಾಹರಣೆ :
ଢେଲାଟି ହାତକୁ ଆସିବାମାତ୍ରେ ହିଁ ଗୁଣ୍ଡହୋଇଗଲା
ಸಮಾನಾರ್ಥಕ : ଚୂର୍ଣ୍ଣହେବା, ଟିକିଟିକି ହେବା, ଭଗ୍ନହେବା ଚୂନଚୂନା ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅତିଅଳ୍ପ ଆଘାତରେ ଚୂନା ହୋଇଯିବା
ಉದಾಹರಣೆ :
ତଳେ ପଡ଼ିବାମାତ୍ରେ ହିଁ ପାମ୍ପଡ଼ ଚୂନା ହୋଇଗଲା
ಸಮಾನಾರ್ಥಕ : ଚୂନାହେବା, ଚୂରିହେବା, ଚୂର୍ଣ୍ଣହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Break or fall apart into fragments.
The cookies crumbled.