ಅರ್ಥ : ଜନ୍ମହେବା ପୂର୍ବରୁ ମେରୁଦଣ୍ଡ ବିକଶିତ ଜନ୍ତୁଙ୍କୁ ଚିହ୍ନିବା ପାଇଁ ଯୋଗ୍ୟ ମୁଖ୍ୟ ଲକ୍ଷଣଗୁଡ଼ିକୁ ଦେଖାଉଥିବା ବିକାଶର ଅବସ୍ଥା
ಉದಾಹರಣೆ :
ଭ୍ରୂଣ ହତ୍ୟା କରିବା ଅପରାଧ
ಸಮಾನಾರ್ಥಕ : ଗର୍ଭସ୍ଥଜୀବ, ଭ୍ରୂଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସ୍ତ୍ରୀମାନଙ୍କର ପେଟର ଯେଉଁ ସ୍ଥାନରେ ଗର୍ଭ ବା ଛୁଆ ରହେ
ಉದಾಹರಣೆ :
ସୀତା ଗର୍ଭାଶୟ ସମ୍ବନ୍ଧୀୟ ରୋଗ କାରଣରୁ ମା’ ହୋଇ ପାରୁନାହିଁ
ಸಮಾನಾರ್ಥಕ : ଗର୍ଭାଶୟ
ಇತರ ಭಾಷೆಗಳಿಗೆ ಅನುವಾದ :