ಅರ್ಥ : କୌଣସି ବାହାନ ଆଦିଦ୍ୱାରା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବାର କ୍ରିୟା
ಉದಾಹರಣೆ :
ପୂର୍ବ କାଳରେ ଯାତାୟତର ଏତେ ସାଧନ ନ ଥିଲା
ಸಮಾನಾರ್ಥಕ : ଯାତାୟତ
ಇತರ ಭಾಷೆಗಳಿಗೆ ಅನುವಾದ :
The act of moving something from one location to another.
conveyance, transfer, transferral, transport, transportationಅರ್ಥ : ଯିବାଆସିବାର କାମ
ಉದಾಹರಣೆ :
ରିକ୍ସା, ଟାକ୍ସି ଆଦିର ଧର୍ମଘଟ ସମୟରେ ଯାତାୟତ ପାଇଁ ବହୁତ ଅସୁବିଧା ହୁଏ
ಸಮಾನಾರ್ಥಕ : ଯାତାୟତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
ಉದಾಹರಣೆ :
ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
ಸಮಾನಾರ್ಥಕ : ପରିବହନ, ଯାତାୟାତ, ଯିବାଆସିବା
ಇತರ ಭಾಷೆಗಳಿಗೆ ಅನುವಾದ :
A facility consisting of the means and equipment necessary for the movement of passengers or goods.
transit, transportation, transportation systemಅರ್ಥ : ଗୋଟିଏ ଅବସ୍ଥା ବା ସ୍ଥାନରୁ ଅନ୍ୟ ଅବସ୍ଥା ବା ସ୍ଥାନକୁ ଯିବାର କ୍ରିୟା
ಉದಾಹರಣೆ :
ପାକିସ୍ଥାନ ଓ ଭାରତ ଗମନାଗମନର ସୁବିଧାକୁ ଅଧିକ ସୁଲଭ କରୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :