ಅರ್ಥ : କୌଣସି ସ୍ଥାନ,ପରିସ୍ଥିତି ଆଦିର ସାମାନ୍ୟ ସ୍ଥିତି ବା ବାତାବରଣ ଓ ତାହାର ଲୋକଙ୍କଉପରେ ପଡ଼ୁଥିବା ପ୍ରଭାବ
ಉದಾಹರಣೆ :
ଆପଣଙ୍କ କଥାରୁ ବିଦ୍ରୋହର ବାସ୍ନା ଆସୁଛି
ಸಮಾನಾರ್ಥಕ : ବାସ୍ନା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାୟୁରେ ମିଶିଥିବା କୌଣସି ବସ୍ତୁର କ୍ଷୁଦ୍ର ଅଂଶର ପ୍ରସାର ଯାହାର ଜ୍ଞାନ ବା ଅନୁଭବ ନାକରେ ହୁଏ
ಉದಾಹರಣೆ :
ଜଙ୍ଗଲ ଅତିକ୍ରମ କରୁଥିବା ସମୟରେ ଜଙ୍ଗଲୀ ପୁଷ୍ପଗୁଡ଼ିକର ମହକ ଆସୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
The sensation that results when olfactory receptors in the nose are stimulated by particular chemicals in gaseous form.
She loved the smell of roses.