ಅರ್ಥ : ଯେଉଁଥିରେ ପ୍ରବାହ ଅଛି ବା ଯାହା ବହିଚାଲିଛି
ಉದಾಹರಣೆ :
ପ୍ରବାହିତ ଜଳରେ ରୋଗଜୀବାଣୁ ବଢ଼ିପାରନ୍ତି ନାହିଁ
ಸಮಾನಾರ್ಥಕ : ଗତିମାନ, ପ୍ରବାହମାନ, ପ୍ରବାହଶୀଳ, ପ୍ରବାହିତ, ବହିଯାଉଥିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ଗତି ଅଛି ବା ଯେ ଚଳମାନ
ಉದಾಹರಣೆ :
ଯନ୍ତ୍ରଟି ଗତିଶୀଳ ଅବସ୍ଥାରେ ଅଛି ସମୟ ସବୁବେଳେ ଗତିଶୀଳ
ಸಮಾನಾರ್ಥಕ : ଅବିରାମ, ଗତିପୂର୍ଣ୍ଣ, ଗତିବାନ୍, ଚଳଚଞ୍ଚଳ, ଚଳମାନ୍
ಇತರ ಭಾಷೆಗಳಿಗೆ ಅನುವಾದ :