ಅರ್ಥ : କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
ಉದಾಹರಣೆ :
କ୍ରୋଧ ଅବସ୍ଥାରେ କରାଯାଇଥିବା କାମ ଠିକ୍ ହୁଏ ନାହିଁ ତାର କି ଦଶା ପଡ଼ିଲା
ಸಮಾನಾರ್ಥಕ : ଅବସ୍ଥା, ଦଶା, ସ୍ଥିତି, ହାଲ୍ଚାଲ୍
ಇತರ ಭಾಷೆಗಳಿಗೆ ಅನುವಾದ :
The way something is with respect to its main attributes.
The current state of knowledge.ಅರ್ಥ : ଚାଲିବା କ୍ରିୟା
ಉದಾಹರಣೆ :
ସେ ଶୀଘ୍ର ଗତିରେ କେଉଁଠିକୁ ଯାଉଛି?
ಸಮಾನಾರ್ಥಕ : ଚାଲି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ଜଣେ ଯାହାଙ୍କର ବିବାହ ପୁଲହ ଋଷିଙ୍କ ସହିତ ହୋଇଥିଲା
ಉದಾಹರಣೆ :
ଗତି ଅନୁସୁଇୟାଙ୍କ ସାନ ଭଉଣୀ ଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
कर्दम ऋषि एवं देवहूति की नौ कन्याओं में से एक जिनका विवाह पुलह ऋषि के साथ हुआ था।
गति अनुसुइया की छोटी बहन थीं।An imaginary being of myth or fable.
mythical being