ಅರ್ಥ : ବୃକ୍ଷର ଯେଉଁ ତଳ ଅଂଶରେ ଡାଳ ନଥାଏ
ಉದಾಹರಣೆ :
ଏହି ଗଛର ଗଣ୍ଡି ବହୁତ ସରୁ
ಸಮಾನಾರ್ಥಕ : କାଣ୍ଡ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
ಉದಾಹರಣೆ :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
ಸಮಾನಾರ್ಥಕ : ଅବଧି, ଚୌହଦି, ଧାର, ପରିସୀମା, ସୀମା
ಇತರ ಭಾಷೆಗಳಿಗೆ ಅನುವಾದ :
The point or degree to which something extends.
The extent of the damage.ಅರ್ಥ : ପଥର, କାଠଆଦିର ସମତଳ ଖଣ୍ଡ ଯାହା ଉପରେଧୋବା ଲୁଗା ସଫା କରେ
ಉದಾಹರಣೆ :
ଧୋବାତୁଠରେ ଲୁଗା ସଫା କରିବା ପାଇଁ ସ୍ଥାନେସ୍ଥାନେ ଗଣ୍ଡି ରଖା ହୋଇଥିଲା
ಸಮಾನಾರ್ಥಕ : ପାଟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବେକରୁ ଅଣ୍ଟା ପର୍ଯ୍ୟନ୍ତ ଶରୀରର ଭାଗ
ಉದಾಹರಣೆ :
ଖଣ୍ଡାର ଗୋଟିଏ ଚୋଟରେ ତା’ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଶରୀରରୁ ମୁଣ୍ଡ କଟାଯାଇଛି
ಉದಾಹರಣೆ :
ଯୁଦ୍ଧଭୂଇଁର ସ୍ଥାନେସ୍ଥାନେ ଶରୀରର ଗଣ୍ଡି ପଡ଼ିଥିଲା
ಸಮಾನಾರ್ಥಕ : ମୁଣ୍ଡହୀନ ଶରୀର
ಇತರ ಭಾಷೆಗಳಿಗೆ ಅನುವಾದ :
Not having a head or formed without a head.
The headless horseman.