ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପଶୁ ଉପରେ ଲଦା ହୋଇଥିବା ହାଲୁକା ବୋଝ
ಉದಾಹರಣೆ : ଧୋବା ଗଧ ପିଠିରେ ଲୁଗା ଗଣ୍ଠିରା ଲଦିଛି
ಸಮಾನಾರ್ಥಕ : ଗଣ୍ଡିରା, ବୋକଚା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
पशु पर लादा हुआ हल्का बोझ।
ಅರ್ಥ : ଲୁଗାର ବଡ଼ ବୋଝ
ಉದಾಹರಣೆ : ଧୋବା ମୁଣ୍ଡରେ ମଇଳା ଲୁଗାର ଏକ ଗଣ୍ଠିଲା ଥିଲା
ಸಮಾನಾರ್ಥಕ : ଗଣ୍ଠରା, ଗଣ୍ଠିରି, ଗଣ୍ଠିଲା, ଗଣ୍ଠିଲି, ଗଣ୍ଡିରା, ବୁଜୁଳା, ବୋକଚା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
बड़ी गठरी। बड़े कपड़ों में रख, लपेट तथा गाँठ लगाकर बाँधा हुआ रूप।
A package of several things tied together for carrying or storing.
ಸ್ಥಾಪನೆ