ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଖ୍ୟାତି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଖ୍ୟାତି   ବିଶେଷ୍ୟ

ಅರ್ಥ : ଖ୍ୟାତ ହେବାର ଅବସ୍ଥା ବା ଭାବ

ಉದಾಹರಣೆ : ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି

ಸಮಾನಾರ್ಥಕ : ନାମ, ପ୍ରଖ୍ୟାତି, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁନାମ, ସୁଯଶ


ಇತರ ಭಾಷೆಗಳಿಗೆ ಅನುವಾದ :

The state or quality of being widely honored and acclaimed.

celebrity, fame, renown

ಅರ್ಥ : ଉତ୍ତମ ପ୍ରତିଷ୍ଠା ବା ଇଜ୍ଜତ

ಉದಾಹರಣೆ : ତାଙ୍କ ସମ୍ମାନରେ କୌଣସି ପ୍ରକାର ଆଞ୍ଚ ଆସିବା ଅନୁଚିତ

ಸಮಾನಾರ್ಥಕ : ମର୍ଯ୍ୟାଦା, ସମ୍ମାନ, ସୁନାମ


ಇತರ ಭಾಷೆಗಳಿಗೆ ಅನುವಾದ :

अच्छी प्रतिष्ठा या इज्जत।

उनकी सुप्रतिष्ठा पर किसी तरह आँच नहीं आनी चाहिए।
सुपत, सुप्रतिष्ठा

ಅರ್ಥ : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ଜଣେ

ಉದಾಹರಣೆ : ଭୃଗୁ ଋଷିଙ୍କ ସହିତ ଖ୍ୟାତିଙ୍କ ବିବାହ ହୋଇଥିଲା


ಇತರ ಭಾಷೆಗಳಿಗೆ ಅನುವಾದ :

कर्दम ऋषि एवं देवहूति की नौ कन्याओं में से एक।

ख्याति का विवाह भृगु ऋषि के साथ हुआ था।
ख्याति

An imaginary being of myth or fable.

mythical being